କାଶୀବାହାଲ ଚଞ୍ଚରାପଡ଼ା ଠାରେ ଭାଲୁର ଆତଙ୍କଦେଖିବାକୁ ମିଳିଛି

Nov 09, 2025 - 09:46
0 14
କାଶୀବାହାଲ ଚଞ୍ଚରାପଡ଼ା ଠାରେ ଭାଲୁର ଆତଙ୍କଦେଖିବାକୁ ମିଳିଛି

କଳାହାଣ୍ଡି ,୯l୧୧ ( ଷ୍ଟାର ନିୟୁଜ ଓଡିଶା ): କୋକସରା ବ୍ଲକ ଅନ୍ତରଗତ କାଶୀବାହାଲ ପଞ୍ଚାୟତର ଚଞ୍ଚରା ପଡା ଠାରେ ଭାଲୁର ଆତଙ୍କ ଦେଖିବାକୁ ମିଳିଛି।ଭାଲୁ ଆତଙ୍କରେ ଭୟଭୀତ ହୋଇ ପଡିଛନ୍ତି ନିଜକୁ ଅସୁରକ୍ଷିତ ମନେ କରନ୍ତି ଜନସାଧାରଣଲୋକେ କାଶୀବାହାଲ ଚଞ୍ଚରାପଡ଼ା ଠାରୁ ଜୟପାଟଣା ବ୍ଲକ ଗୁନଗୁନିଆ ରାସ୍ତାରେ ଭାଲୁର ଆତଙ୍କ ସବୁବେଳେ ଦେଖିବାକୁ ମିଳୁଛି।ଏହି ରାସ୍ତାରେ ଲୋକ ମାନେ ସବୁବେଳେଅନେକ ବିଭିନ୍ନ କାର୍ଯ୍ୟରେ ଯାତାୟାତ କରୁଛନ୍ତି କିନ୍ତୁ ଭାଲୁର ଆତଙ୍କରେ ଲୋକ ଭୟଭୀତ ହୋଇ ପଡିଛନ୍ତି ରାସ୍ତାରେ ଯିବା ଆସିବା ପାଇଁ ଅସୁରକ୍ଷିତମନେ କରନ୍ତି ଏନେଇ ବନ ଭିବାଗ ଶୀଘ୍ର ଭାଲୁକୁ ଆୟତକରି ବା ପାଇଁ ଜନସାଧାରଣ ଦାବି କରିଛନ୍ତି।

କଳାହାଣ୍ଡି ଜିଲ୍ଲା ରୁ ବିଷ୍ନୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User