ଶ୍ରୀ ଶ୍ରୀ ଶ୍ରୀ ବଜରଙ୍ଗୀ ନାଟ୍ୟ ସଂସଦ ମେଦିନୀପୁର ର ୩୨ ତମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ

Sep 16, 2025 - 20:55
0 30
ଶ୍ରୀ ଶ୍ରୀ ଶ୍ରୀ ବଜରଙ୍ଗୀ ନାଟ୍ୟ ସଂସଦ ମେଦିନୀପୁର ର ୩୨ ତମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା ୧୭/୯ ଶ୍ରୀ ଶ୍ରୀ ଶ୍ରୀ ବଜରଙ୍ଗୀ ନାଟ୍ୟ ସଂସଦ  ମେଦିନୀପୁର ର ୩୨ ତମ ବାର୍ଷିକ ଉତ୍ସବ ଅନିଷ୍ଠିତ ହେଉଥିଲା  ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଶ୍ରୀ ଯୁକ୍ତ ଗୌରୀ ମିଶ୍ର ସନମସମ୍ମାନିତ ଅତିଥି ଶ୍ରୀ ଯୁକ୍ତ ପ୍ରବିଣ ଅଗ୍ରୱାଲ ମୁଖ୍ୟ ବକ୍ତା ଶ୍ରୀ ଯୁକ୍ତ ପିତାମ୍ବର ମହାରଣା ନିର୍ଦ୍ଦେଶକ ଶ୍ରୀ ଯୁକ୍ତ ସୁବାସ ଦାସ (କଟକ) ଅନୁଷ୍ଠାନର ବରିଷ୍ଠ ଅଭିନେତା ଶ୍ରୀ ଯୁକ୍ତ ଭୁବନ ରାଉତ ସମ୍ବର୍ଦ୍ଧନା କରାଯାଇ ଥିବାବେଳେ ସଭାକୁ ପରିଚାଳନା କରିଥିଲେ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ତ୍ରୀମୋହ ସାହୁ ଉକ୍ତ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଏକ ସାମାଜିକ ନାଟକ ହାଃ କୃଷ୍ଣ ବୋଲି ଯାଉ ଯିବ ନାଟକ ମଞ୍ଚସ୍ଥ ହେଇ ଥିଲା ଉକ୍ତ ନାଟକ ରେ ଅନୁଷ୍ଠାନ କଳାକାର ମାନେ ଅଭିନୟ କରି ଥିଲେ ତ୍ରିମୋହନ ସାହୁ, ଦେବେନ୍ଦ୍ର ସାହୁ, ମାନସ ପଣ୍ଡା, ଦୟାନିଧି ପ୍ରଧାନ, ସୌଭାଗ୍ୟ ସାହୁ, ସଂଜିବ ପଟ୍ଟନାୟକ,ଭକ୍ତରାଜ ନାଏକ, ବେଣୁଧର,ଶଙ୍କର,ନିକୁ , ସନ୍ତୋଷ, ମାମୁନି....ଉପସ୍ଥିତ ଥିଲେ 

ମଞ୍ଚ ପଦ୍ମାଳୟା ଚିତ୍ରାଳୟ (ବ୍ରହ୍ମପୁର) ଆଲୋକ ମ୍ୟୁଜିକ,ମୁନା ଟେଣ୍ଡ ହାଉସ,

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User