କଳାହାଣ୍ଡି ମାଟି ପାଇଁ ଗର୍ବ ଏବଂ ଗୌରବ
କେସିଙ୍ଗା ତା. ୬/୮( ଷ୍ଟାର ନିୟୁଜ ଓଡିଶା)କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ୍ ର ନାସିଗାଁ ନିବାସୀ ତଥା ଭୁବନେଶ୍ୱର କିସ୍ ଶିକ୍ଷାନୁଷ୍ଠାନ ର ଯୁକ୍ତ ତିନ ଛାତ୍ରୀ ରିତୁ ମାଝି ଭାରତୀୟ ରଗବି ଦଳରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି I ଏସିଆର ରଗବି ଏମିରେଟ୍ସ ୟୁ୨୦ ରଗବି ୭ଏସ୍ ଚ୍ୟାମ୍ପିଅନଶିପ୍ ୨୦୨୫ ପାଇଁ ମନୋନୀତ ହୋଇଛନ୍ତି I ତାଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଓ ସୂବେଚ୍ଛା I


What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)