ବଡ଼ କର୍ଲାକୋଟ ପିଏମ୍ ଶ୍ରୀ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ।

Nov 20, 2026 - 10:26
0 2

କଲାହାଣ୍ଡି,୨୦/୧୧ (ଷ୍ଟାରନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଳକ ଅନ୍ତର୍ଗତ ବଡ଼ କର୍ଲାକୋଟ  ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ବିଜ୍ଞାନମେଳା ଗତକାଲି ଅନୁଷ୍ଠିତ ହୋଇଯାଇଛି  I ଉକ୍ତ ବିଜ୍ଞାନମେଳା କାର୍ଯ୍ୟକ୍ରମରେ ପ୍ରାୟ ୧୨ ଗୋଟି ବିଦ୍ୟାଳୟ ରୁ ବିଭିନ୍ନ ପ୍ରକାରର ୨୬ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।  ଉକ୍ତ ମେଳା ରେ ଜୟପାଟଣା ଏ.ଵି.ଇ.ଓ ସମେତ ଅନ୍ୟ କର୍ମଚାରୀ ପରିଦର୍ଶନ କରି  ଛାତ୍ରଛାତ୍ରୀ ଙ୍କୁ ପ୍ରକଳ୍ପ ସମ୍ପର୍କରେ ପ୍ରଶ୍ନ କରିଥିଲେ ।  ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମେତ ଅନ୍ୟାନ୍ୟ ସହ ଶିକ୍ଷକ ଛାତ୍ରଛାତ୍ରୀ ଙ୍କୁ ମେଳା ପ୍ରଦର୍ଶନ କରିବାରେ ଉତ୍ସାହିତ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User