କଂଗ୍ରେସ ପକ୍ଷ ରୁ ନର୍ଲା ରେ ସମ୍ଭିଧାନ ବଞ୍ଚାଅ ଅଭିଯାନ

Jun 19, 2025 - 18:26
Updated: 1 year ago
0 43
କଂଗ୍ରେସ ପକ୍ଷ ରୁ ନର୍ଲା ରେ ସମ୍ଭିଧାନ ବଞ୍ଚାଅ ଅଭିଯାନ

ଭବାନୀପାଟ

ଣା ତା ୧୯/୦୬(ଷ୍ଟାରନିୟୁଜ ଓଡିଶା )କଂଗ୍ରେସ୍ ପକ୍ଷରୁ ନର୍ଲା ରେ ସମ୍ବିଧାନ ବଞ୍ଚାଅ ରାଲି 
ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ର ବିଭିନ୍ନ ପଞ୍ଚାୟତ ଗୁଡ଼ିକ ରେ ବିକାଶ ରଥ ବୁଲି ଲୋକଙ୍କୁ ସରକାର ଙ୍କ ସଫଳତା ବିଷୟ ରେ ଅବଗତ କରୁଥିବା ବେଳେ ବିଜେଡି ପକ୍ଷରୁ ମଧ୍ୟ ରାଜ୍ୟ ର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରି ସରକାର ଙ୍କ ଏକ ବର୍ଷ ର ବିଫଳତା କୁ ବଖାଣୁ ଛନ୍ତି। ଠିକ୍ ଏହି ସମୟରେ କଂଗ୍ରେସ ମଧ୍ୟ ପଛରେ ପଡ଼ି ନାହିଁ ସେ ମଧ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ଆହ୍ବାନ କ୍ରମେ ରାଜ୍ୟ ର ବିଭିନ୍ନ ସ୍ଥାନରେ ସମ୍ବିଧାନ ବଞ୍ଚାଅ ରାଲି କରି ଲୋକଙ୍କ ନିକଟ ତର ହେବାକୁ ପ୍ରୟାସ କରୁଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ମଧ୍ୟ ସମ୍ବିଧାନ ବଞ୍ଚାଅ ରାଲି ଅନୁଷ୍ଟିତ ହୋଇଯାଇଛି। ନର୍ଲା ବ୍ଲକ୍ ଯୁବ ସଭାପତି ଦିପୁ ପାତ୍ର ଓ କଂଗ୍ରେସ୍ ନେତା ଚୁଳମଣି ଗୌଡ଼ିଆ ଙ୍କ ନେତୃତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ  କଳାହାଣ୍ଡି ଜିଲ୍…

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User