ପାଣି ରେ ବୁଡି ଯୁବକ ଙ୍କ ମୃତ।

Apr 21, 2025 - 20:28
0 51
ପାଣି ରେ ବୁଡି ଯୁବକ ଙ୍କ ମୃତ।

କଳାହାଣ୍ଡି,୨୧l୪ (ଷ୍ଟାରନିଉଜ ଓଡିଶା): କଲମପୁର ଥାନା କଲମପୁର ଗ୍ରାମ ର ସନ୍ତୋଷ ନାୟକ ଙ୍କ ପୁତ୍ର ଜିତେନ୍ ନାୟକ ଆଜି ସକାଳେ କଲମପୁର ହାତୀ ନଦୀ କର୍ମେଲି ଘାଟ କୁ ନିଜ ବଡ ଭାଇ ଙ୍କ ଦୁଇ ପୁତ୍ର ଙ୍କୁ ନେଇ ଗାଧେଇ ବାକୁ ଯାଇ ଥିଲେ। ଗାଧେଇ ବା ସମୟରେ ନିଜ ବଡ ଭାଇ ଙ୍କ ଦୁଇ ପୁତ୍ର ଭାସି ଯାଉଥିବା ଦେଖି ତାଙ୍କୁ ବଞ୍ଚାଇ ବାକୁ ଯାଇ ନିଜେ ଭାସି ଯାଇ ଥିଲେ ଗଭୀର ପାଣି ରେ ବୁଡି ତାଙ୍କ ମୃତ ହୋଇଥିଲା। ଅଧ ଘଣ୍ଟା ପରେ କଲମପୁର ଦମକଳ ବାହିନୀ ପହଞ୍ଚି ମୃତ ଦେହ ଉଦ୍ଧାର କରି କଲମପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ।କଲମପୁର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କଳାହାଣ୍ଡି ଜିଲ୍ଲା ରୁ ବିୟୁରୋ ରିପୋର୍ଟ୍

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User