ଶମ୍ଭୂ ଚନ୍ଦନ ପରିବାର କୁ ସାହାର୍ଯ୍ୟ ଓ ସହୋଯାଗ ର ହାଥ ବଢେଇଲେ ଅଲ ଷ୍ଟାର୍ କ୍ରିକେଟ କ୍ଲବ ।

Jun 10, 2025 - 19:39
0 36

କଳାହାଣ୍ଡି ,୧୦l୬ (ଷ୍ଟାରନିୟୁଜ ଓଡିଶା): ରିଖରେ ଭବାନୀପାଟଣା ର ଜଣାଶୁଣା କ୍ରିକେଟ କ୍ଲବ ହେଉଛି ଅଲ ଷ୍ଟାର ର୍କ୍ରିକେଟ କ୍ଲବ l ସେହି କ୍ଲବ ର ସଦସ୍ୟ ମାନେ ଉକ୍ତ କ୍ଲବ ର ଜାନେ ସଦସ୍ୟ ଶମ୍ଭୂ ଚନ୍ଦନ ମୃତୁ ହୋଇଯାଇଥିବା ଯୋଗଁୁ ପରିବାରର ସଦସ୍ୟ ତଥା ସ୍ତ୍ରୀ ଏବଂ ଛୁଆ ମାନଙ୍କ ସହଯୋଗ ଓ ସାହାର୍ଯ୍ୟ ପାଇଁ ନିଜ ନିଜ ଭିତରେ ଅର୍ଥ ସଂଗ୍ରହ କରି ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛନ୍ତି l ଉକ୍ତ କାର୍ଯ୍ୟ ରେ ବରିଷ୍ଠ ଆଇନଜୀବୀ ନିହାର ରଞ୍ଜନ ମିଶ୍ର ଙ୍କ ସହିତ କୁନାଲ ବେହେରା, ଅର୍ଶଦ ଖାଁ, ପିଣ୍ଟୁ ମିଶ୍ର, ପ୍ରଶାନ୍ତ ମିଶ୍ର, ସୁଧାଂଶୁ ନାୟକ, ବିଜନ ଦାଶ, ମାନସ ବଡ ଜେନା, ରମାକାନ୍ତ, ବାପି, ସନ୍ତୋଷ, ରାଜେଶ, ମୁନା, ଲିଙ୍ଗ, ବୈକୁଣ୍ଠ, ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ l ଏଥିରେ ତାଙ୍କ ପରିବାର ଛୁଆ ମାନଙ୍କର ପାଠ ପଢା ଖର୍ଚ୍ଚ ବହନ କରିବା ପାଇଁ ମଧ୍ୟ କ୍ଲବ ର ସଦସ୍ୟ ମାନେ ଆଗେଇ ଆସିଛନ୍ତି ଯାହାକି ଏକ ମହତ୍ତ୍ଵ କାର୍ଯ୍ୟ ବୋଲି ଚର୍ଚ୍ଚା ହେଉଛି l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User